ବୁଧବାର ବିଶେଷ

ଶ୍ରୀ ବିଘ୍ନହର୍ତ୍ତା ଗଣପତି କେତୁ ଶାନ୍ତି ମଙ୍ଗଳ ପୂଜା

ଜୀବନରୁ ସମସ୍ତ ବାଧାବିଘ୍ନ ଓ କେତୁ ଦୋଷ ଦୂର କରି ମାନସିକ ଶାନ୍ତି, ସମୃଦ୍ଧି ଏବଂ ସଫଳତା ପ୍ରାପ୍ତ କରନ୍ତୁ!

ନାଗ ଚତୁର୍ଥୀ ବିଶେଷ

ସର୍ପେଶ୍ବର ମହାଦେବଙ୍କ ମହାଭିଷେକ ଓ ସର୍ପ ଦୋଷ ନିବାରଣ ପୂଜା

ସର୍ପ ଦୋଷରୁ ସମ୍ପୂର୍ଣ୍ଣ ମୁକ୍ତି ସହ ପରିବାରରେ ଆଣନ୍ତୁ ସୁଖ, ଶାନ୍ତି ଓ ସମୃଦ୍ଧି!

ଶନିବାର ବିଶେଷ

ଶନିଦୋଷ ଶାନ୍ତି ପୂଜା ଓ ହୋମ

ଆର୍ଥିକ ସମସ୍ୟା, ମାନସିକ ଅଶାନ୍ତି ତଥା ଶନିଦୋଷରୁ ମୁକ୍ତି ଓ ଜୀବନରେ ସୁଖ-ଶାନ୍ତି ପ୍ରାପ୍ତି ପାଇଁ

ବିଛା ସଂକ୍ରାନ୍ତି ବିଶେଷ

ଉଗ୍ରରୂପ ମହାକାଳୀ ରକ୍ଷା କବଚ ତନ୍ତ୍ର ପୂଜା

କଳାଯାଦୁ, ଗୁଣିଗାରେଡ଼ି, ପ୍ରେତବାଧା ନିରାକରଣର ଅବ୍ୟର୍ଥ ଦେବାନୁଷ୍ଠାନ

ଅଁଳାନବମୀ ବିଶେଷ

ଅଁଳା ନବମୀ ମହାପୂଜା ଓ ଶ୍ରୀରାଧା ଅଷ୍ଟୋତ୍ତର ଶତନାମ ହୋମ

ସୁଖ, ସମୃଦ୍ଧି ଓ ପରିବାରରେ ସୁଖଶାନ୍ତି ପାଇଁ ଦିବ୍ୟ ଓ ଫଳଦାୟୀ ଦେବାନୁଷ୍ଠାନ

10L+Happy Devotees
100%Secure
5M+One of India's most loved devotional platforms
ଶ୍ରୀ ବିଘ୍ନହର୍ତ୍ତା ଗଣପତି କେତୁ ଶାନ୍ତି ମଙ୍ଗଳ ପୂଜା
ସର୍ପେଶ୍ବର ମହାଦେବଙ୍କ ମହାଭିଷେକ ଓ ସର୍ପ ଦୋଷ ନିବାରଣ ପୂଜା
ଶନିଦୋଷ ଶାନ୍ତି ପୂଜା ଓ ହୋମ
ଉଗ୍ରରୂପ ମହାକାଳୀ ରକ୍ଷା କବଚ ତନ୍ତ୍ର ପୂଜା
ଅଁଳା ନବମୀ ମହାପୂଜା ଓ ଶ୍ରୀରାଧା ଅଷ୍ଟୋତ୍ତର ଶତନାମ ହୋମ

ବୁକିଂ ଠାରୁ ଆରମ୍ଭ କରି ଦିବ୍ୟ ଆଶୀର୍ବାଦ ପ୍ରାପ୍ତି ପର୍ଯ୍ୟନ୍ତ

Step 1
ନିଜର ପୂଜା ବାଛନ୍ତୁ
Step 2
ଗୋତ୍ର ଏବଂ ନାମ ସହିତ ପଞ୍ଜୀକରଣ କରନ୍ତୁ
Step 3
ପୂଜା ସଂପନ୍ନ
Step 4
ପୂଜା ଭିଡିଓ ଏବଂ ଦିବ୍ୟ ଆଶୀର୍ବାଦ ପ୍ରାପ୍ତ କରନ୍ତୁ

Our Pujas

ଶ୍ରୀ ବିଘ୍ନହର୍ତ୍ତା ଗଣପତି କେତୁ ଶାନ୍ତି ମଙ୍ଗଳ ପୂଜା
ବୁଧବାର ବିଶେଷ

ଶ୍ରୀ ବିଘ୍ନହର୍ତ୍ତା ଗଣପତି କେତୁ ଶାନ୍ତି ମଙ୍ଗଳ ପୂଜା

  • କୁଣ୍ଡଳୀରେ ଗ୍ରହ ଦୋଷ ନିବାରଣ
  • ଶକ୍ତି ଓ ସାହସ
  • ପାରିବାରିକ ସୌହାର୍ଦ୍ଦ୍ୟ
ଶ୍ରୀ ସିଦ୍ଧିବିନାୟକ ଗଣେଶ ମନ୍ଦିର, କଟକ
ବୁଧବାର, ନଭେମ୍ବର 11
₹751Per Booking
ସର୍ପେଶ୍ବର ମହାଦେବଙ୍କ ମହାଭିଷେକ ଓ ସର୍ପ ଦୋଷ ନିବାରଣ ପୂଜା
ନାଗ ଚତୁର୍ଥୀ ବିଶେଷ

ସର୍ପେଶ୍ବର ମହାଦେବଙ୍କ ମହାଭିଷେକ ଓ ସର୍ପ ଦୋଷ ନିବାରଣ ପୂଜା

  • କାଳ ସର୍ପ ଦୋଷ
  • ଶନି ଦୋଷ
  • କୁଣ୍ଡଳୀରେ ଗ୍ରହ ଦୋଷ ନିବାରଣ
ଶ୍ରୀ ଶ୍ରୀ ସର୍ପେଶ୍ବର ମହାଦେବ ମନ୍ଦିର, ଆଠଗଡ଼
ଶୁକ୍ରବାର, ନଭେମ୍ବର 13
₹701Per Booking
ଶନିଦୋଷ ଶାନ୍ତି ପୂଜା ଓ ହୋମ
ଶନିବାର ବିଶେଷ

ଶନିଦୋଷ ଶାନ୍ତି ପୂଜା ଓ ହୋମ

  • ଶନି ଦୋଷ
  • କୁଣ୍ଡଳୀରେ ଗ୍ରହ ଦୋଷ ନିବାରଣ
  • ପାରିବାରିକ ସୌହାର୍ଦ୍ଦ୍ୟ
ଶନି ମନ୍ଦିର, ମହାନଦୀ କୂଳ, ତୁଳସୀପୁର
ଶନିବାର, ନଭେମ୍ବର 14
₹751Per Booking
ଉଗ୍ରରୂପ ମହାକାଳୀ ରକ୍ଷା କବଚ ତନ୍ତ୍ର ପୂଜା
ବିଛା ସଂକ୍ରାନ୍ତି ବିଶେଷ

ଉଗ୍ରରୂପ ମହାକାଳୀ ରକ୍ଷା କବଚ ତନ୍ତ୍ର ପୂଜା

  • କୁଣ୍ଡଳୀରେ ଗ୍ରହ ଦୋଷ ନିବାରଣ
  • ଶକ୍ତି ଓ ସାହସ
  • ମାମଲାରେ ବିଜୟ
ଶ୍ମଶାନ କାଳୀ ମନ୍ଦିର, କଟକ
ସୋମବାର, ନଭେମ୍ବର 16
₹701Per Booking
ଅଁଳା ନବମୀ ମହାପୂଜା ଓ ଶ୍ରୀରାଧା ଅଷ୍ଟୋତ୍ତର ଶତନାମ ହୋମ
ଅଁଳାନବମୀ ବିଶେଷ

ଅଁଳା ନବମୀ ମହାପୂଜା ଓ ଶ୍ରୀରାଧା ଅଷ୍ଟୋତ୍ତର ଶତନାମ ହୋମ

  • ଚନ୍ଦ୍ର ଗ୍ରହ ଦୋଷ
  • ବୃତ୍ତି ଓ କ୍ୟାରିଅର ଉନ୍ନତି
  • ପାରିବାରିକ ସୌହାର୍ଦ୍ଦ୍ୟ
ଶ୍ରୀରାଧାକୃଷ୍ଣ ମନ୍ଦିର, କଟକ
ବୁଧବାର, ନଭେମ୍ବର 18
₹701Per Booking
ବରାହ ନୃସିଂହ ଭୂମି ସିଦ୍ଧି ପୂଜା ଓ ସମ୍ପତ୍ତି ପ୍ରାପ୍ତି ହୋମ
ବଡ଼ ଏକାଦଶୀ

ବରାହ ନୃସିଂହ ଭୂମି ସିଦ୍ଧି ପୂଜା ଓ ସମ୍ପତ୍ତି ପ୍ରାପ୍ତି ହୋମ

  • ଧନ ଓ ସମୃଦ୍ଧି
  • ମାମଲାରେ ବିଜୟ
ବରାହ ନୃସିଂହ ମନ୍ଦିର
ଶନିବାର, ନଭେମ୍ବର 21
₹751Per Booking
FAQ

ଆପଣଙ୍କ ସହାୟତା ପାଇଁ

ଆମର ଭକ୍ତ ସେବା ପ୍ରତିନିଧି ଦଳ (Devotee Care Team) ୧୧ଟି ଭାଷାରେ, ଦିନକୁ ୧୮ ଘଣ୍ଟା ଉପଲବ୍ଧ ଅଛନ୍ତି। ଆପଣ ସେମାନଙ୍କୁ ହ୍ୱାଟସଆପ୍ (WhatsApp), ଫୋନ୍ କିମ୍ବା ଇମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ।

ଡିଭୋଟି କେୟାର ଟିମ୍ ସହ କଥା ହୁଅନ୍ତୁ
ମୋର ପୂଜା ପ୍ରକୃତରେ ସମ୍ପନ୍ନ ହୋଇଛି ବୋଲି ମୁଁ କିପରି ଜାଣିବି?
ପୂଜା ଆରମ୍ଭ ହେବାର ୧୫ ମିନିଟ୍ ପୂର୍ବରୁ ଆପଣଙ୍କୁ ଏକ ଲାଇଭ୍ ଦର୍ଶନ ଲିଙ୍କ୍ (live darshan link) ମିଳିବ। ଏହା ସହିତ ପ୍ରତ୍ୟେକ ରୀତିନୀତିକୁ 4K କ୍ୟାମେରା କ୍ବାଲିଟିରେ ରେକର୍ଡ କରାଯାଏ, ଯେଉଁଥିରେ ସମୟ ସୂଚକ (timestamped) ମନ୍ତ୍ରୋଚ୍ଚାରଣ ଏବଂ ମନ୍ଦିର ଆଚାର୍ଯ୍ୟଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଏ।
ପଣ୍ଡିତମାନେ ପ୍ରକୃତରେ ଭେରିଫାଏଡ୍ ଅଟନ୍ତି ତ ?
ବେଦମନ୍ଦିର (VedaMandir) ର ପ୍ରତ୍ୟେକ ପୁରୋହିତଙ୍କ ବଂଶାବଳୀ, ଆଗମ ପ୍ରଶିକ୍ଷଣ, ମନ୍ଦିର ସମ୍ବନ୍ଧୀୟ ଯୋଗ୍ୟତା ଏବଂ ମନ୍ତ୍ରୋଚ୍ଚାରଣ ଶୈଳୀର ସଠିକତା ଯାଞ୍ଚ କରାଯାଇଥାଏ।
ପ୍ରସାଦ ବାକ୍ସରେ କଣ ଥାଏ ?
ତୀର୍ଥ, ବିଭୂତି, କୁଙ୍କୁମ, ଅକ୍ଷତ, ହାତ ତିଆରି ଲଡୁ ଏବଂ ହାତରେ ଛପା ହୋଇଥିବା ଏକ ସଂକଳ୍ପ ପ୍ରମାଣପତ୍ର - ଯାହା ମନ୍ଦିରରେ ହିଁ ସିଲ୍ (sealed) କରାଯାଇଥାଏ।
ମୁଁ ପରିବାର ସହିତ ଭର୍ଚୁଆଲ୍‌ ମାଧ୍ୟମରେ (virtually) ପୂଜାରେ ସାମିଲ ହୋଇପାରିବି କି?
ହଁ - ଆପଣଙ୍କ ଦର୍ଶନ ଲିଙ୍କ୍ ଏକାସଙ୍ଗେ ୮ଟି ଡିଭାଇସ୍ (devices) ପର୍ଯ୍ୟନ୍ତ ସପୋର୍ଟ କରେ, ଯାହାଦ୍ୱାରା ଆପଣଙ୍କ ପରିବାର ସଦସ୍ୟ ଯେଉଁଠି ଥିଲେ ବି, ଏକାଠି ଏହି ଲାଇଭ୍ ପୂଜାରେ ଯୋଗ ଦେଇପାରିବେ।
ରିଫଣ୍ଡ ପଲିସି କଣ ଅଟେ ?
ମୁହୂର୍ତ୍ତ ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଫ୍ରି କ୍ୟାନସଲେସନ୍ ସୁବିଧା
ଆପଣ କଣ ଆନ୍ତର୍ଜାତୀୟ ସ୍ତରରେ (ବିଦେଶରେ) ପୂଜା ସେବା ପ୍ରଦାନ କରନ୍ତି?
ହଁ - ପ୍ରସାଦ ୩୨ଟି ଦେଶକୁ ପଠାଯାଇଥାଏ ଏବଂ ଲାଇଭ୍ ଦର୍ଶନ ସବୁ ସ୍ଥାନରେ ଉପଲବ୍ଧ ଅଛି।