ଶତ୍ରୁମୁକ୍ତି ହୋମ

ମାଆ ବଗଲାମୁଖୀ ଶତ୍ରୁନାଶକ ସର୍ବମଙ୍ଗଳ ହୋମ

  • କୁଣ୍ଡଳୀରେ ଗ୍ରହ ଦୋଷ ନିବାରଣ
  • ଶକ୍ତି ଓ ସାହସ
  • ମାମଲାରେ ବିଜୟ
ମାଆ ବଗଲାମୁଖୀ ମନ୍ଦିର, କଟକ, କଟକ
ସୋମବାର, ନଭେମ୍ବର 30 | Auspicious Muhurat
00days:00hrs:00mins:00secs
Muhurat ends in

150 Devotees
bookings done till now

10K+pujas conducted

Puja Video Delivered Within 48 Hours

Verified & Experienced Purohits

Pujas Performed in Sacred Temples

100% Authentic Vedic Rituals

Participate Now

You won't be charged yet

Select Package

Puja Video Delivered Within 48 Hours

Verified & Experienced Purohits

Pujas Performed in Sacred Temples

100% Authentic Vedic Rituals

ପୂଜା ବିଷୟରେ

ମା’ ବଗଲାମୁଖୀ ପୂଜା ଏବଂ ହୋମ ଦ୍ୱାରା କେଉଁ ସମସ୍ୟା ଦୂର ହୋଇଥାଏ?

ମା’ ବଗଲାମୁଖୀଙ୍କୁ ସ୍ତମ୍ଭନ, ଆରୋଗ୍ୟତା, ବିଜୟ ଏବଂ ସୁରକ୍ଷାର ଅଧିଷ୍ଠାତ୍ରୀ ଦେବୀ ଭାବେ ଗ୍ରହଣ କରାଯାଏ। ଯେତେବେଳେ ଜୀବନରେ ନକାରାତ୍ମକ ଶକ୍ତିର ପ୍ରଭାବ ବୃଦ୍ଧି ପାଏ କିମ୍ବା ଶତ୍ରୁ ବାଧା ସୃଷ୍ଟି ହୁଏ, ସେତେବେଳେ ବ୍ୟକ୍ତିଙ୍କୁ ଅକାରଣ ଭୟ, ଗୁଣିଗାରେଡ଼ି, ପ୍ରେତବାଧା, ଭାବନାତ୍ମକ ଅସ୍ଥିରତା, ଖରାପ ନିଷ୍ପତ୍ତି ନେବାର ପ୍ରବୃତ୍ତି ଏବଂ ମାନସିକ ଦୁଶ୍ଚିନ୍ତା ସାମ୍ନା କରିବାକୁ ପଡ଼ିଥାଏ। ଶାରୀରିକ ରୂପରେ ଏହା ଦୁର୍ବଳ ରୋଗ-ପ୍ରତିରୋଧକ କ୍ଷମତା, ବାରମ୍ବାର ଥଣ୍ଡା-କଫ କିମ୍ବା ଫୁସଫୁସର ସମସ୍ୟା ଏବଂ ମା’ଙ୍କ ସ୍ୱାସ୍ଥ୍ୟରେ ଅବନତି ରୂପରେ ପ୍ରକଟ ହୋଇଥାଏ। ଶାସ୍ତ୍ର ଅନୁସାରେ, ଦଶମହାବିଦ୍ୟାର ଉଗ୍ର ଶକ୍ତି ମା’ ବଗଲାମୁଖୀଙ୍କ ପୂଜା  ପ୍ରତ୍ୟେକ ପ୍ରକାରର ସଙ୍କଟ, ରୋଗ ଏବଂ ଅଦୃଶ୍ୟ ବାଧାର ତୁରନ୍ତ ଅଗ୍ନି-ଦହନ କରିଦିଏ। 


॥ ॐ ହ୍ଲୀଂ ବଗଲାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜିହ୍ୱାଂ କୀଲୟ ବୁଦ୍ଧିଂ ବିନାଶୟ ହ୍ଲୀଂ ॐ ସ୍ୱାହା ॥


ଅର୍ଥ: ହେ ମା’ ବଗଲାମୁଖୀ! ମୋ ଜୀବନରେ ବାଧା ସୃଷ୍ଟି କରୁଥିବା ସମସ୍ତ ଦୁଷ୍ଟ ତତ୍ତ୍ୱ, ନକାରାତ୍ମକ ଶକ୍ତି ଏବଂ ରୋଗର ଗତିକୁ ରୋକି, ସେମାନଙ୍କ ବୁଦ୍ଧିକୁ ନଷ୍ଟ କରି ମୋତେ ପୂର୍ଣ୍ଣ ସୁରକ୍ଷା ଏବଂ ବିଜୟ ପ୍ରଦାନ କରନ୍ତୁ।

ପୂଜାର ଲାଭ

1

ଶତ୍ରୁ ବାଧା ଓ ଗୁପ୍ତ ଷଡ଼ଯନ୍ତ୍ରର ନାଶ

ବିରୋଧୀ, ଈର୍ଷାଳୁ ବ୍ୟକ୍ତି ଏବଂ ଗୁପ୍ତ ଶତ୍ରୁମାନଙ୍କ କୁଚକ୍ର ବିଫଳ ହୋଇଥାଏ।

2

ଗୁଣିଗାରେଡ଼ି, ପ୍ରେତବାଧା କୁଦୃଷ୍ଟିରୁ ତୁରନ୍ତ ସୁରକ୍ଷା

ଯେ କୌଣସି ପ୍ରକାରର ଗୁଣି-ଗାରେଡ଼ି, ନକାରାତ୍ମକ ଶକ୍ତି ଏବଂ ପ୍ରେତ ବାଧାର ପୂର୍ଣ୍ଣ ଦହନ।

3

କୋର୍ଟ-କଚେରୀ ଓ ଆଇନଗତ ମାମଲାରେ ବିଜୟ

ମାଆ ବଗଲାମୁଖୀଙ୍କ କୃପାରୁ ଆଇନଗତ ମାମଲାରେ ବିଜୟ ହୋଇଥାଏ।

4

ରୋଗ ଏବଂ ଗ୍ରହମାନଙ୍କ ଉଗ୍ର ପ୍ରଭାବର ଶମନ

ବିଶେଷକରି ରାହୁ-କେତୁ ଏବଂ ଶନିଙ୍କ ମହାଦଶାର ଦୁଷ୍ପ୍ରଭାବରୁ ଶାନ୍ତି ମିଳିଥାଏ।

ପୂଜା ପ୍ରକ୍ରିୟା

1

ଗଣପତି ଓ ନବଗ୍ରହ ପୂଜା

ଅନୁଷ୍ଠାନର ନିର୍ବିଘ୍ନ ପୂର୍ଣ୍ଣତା ଏବଂ ଗ୍ରହ ଶାନ୍ତି ପାଇଁ ପ୍ରଥମ ପୂଜ୍ୟ ଶ୍ରୀ ଗଣେଶ ଏବଂ ନବଗ୍ରହମାନଙ୍କ ଆହ୍ୱାନ ଓ ପୂଜା।

2

ନାମ-ଗୋତ୍ର ସଂକଳ୍ପ

ଆପଣଙ୍କ ବିଶେଷ ସମସ୍ୟା, ଶତ୍ରୁ-ବାଧା ଶାନ୍ତି, ମାନସିକ ଦୃଢ଼ତା ଏବଂ ବିଜୟର କାମନା ପାଇଁ ଆଚାର୍ଯ୍ୟମାନଙ୍କ ଦ୍ୱାରା ନାମ-ଗୋତ୍ର ସଂକଳ୍ପ।

3

ମା’ ବଗଲାମୁଖୀ ପୀତାମ୍ବରା ଅର୍ଚ୍ଚନା

ହଳଦିଆ ଫୁଲ, ହଳଦୀ, ହଳଦିଆ ବସ୍ତ୍ର ଏବଂ ବିଶେଷ ଦ୍ରବ୍ୟଗୁଡ଼ିକ ଦ୍ୱାରା ମା’ ବଗଲାମୁଖୀଙ୍କ ତନ୍ତ୍ରୋକ୍ତ ସ୍ତମ୍ଭନ ପୂଜା ଓ ଜପ।

4

ଶତ୍ରୁ ବୁଦ୍ଧି ବିନାଶିନୀ ହୋମ

ମାଆ ବଗଲାମୁଖୀଙ୍କ ପାଖରେ ବିଶେଷ ହୋମ, ଏହାଦ୍ବାରା ଆପଣଂକ ସର୍ବରିଷ୍ଟ ମଙ୍ଗଳ ହୋଇଥାଏ।

5
✦ The Core Ritual

ବଗଲାମୁଖୀ ମହାଆରତୀ

ସମସ୍ତ ବିଘ୍ନର ନାଶ ଏବଂ ଆରୋଗ୍ୟ-ବିଜୟର ପ୍ରାର୍ଥନା ସହିତ ମହାଆରତୀ ଏବଂ ଭସ୍ମ/ତିଳକ ଅର୍ପଣ।

ଆପଣଙ୍କୁ ମିଳିବାକୁ ଥିବା ଲାଭ

ଆପଣଙ୍କର ଏବଂ ଆପଣଙ୍କ ପରିବାରର ନାମ-ଗୋତ୍ର ସହିତ ନିଆଯାଇଥିବା ବିଶେଷ ସଂକଳ୍ପ।

ମା’ ବଗଲାମୁଖୀ ମନ୍ଦିରରେ ସମ୍ପନ୍ନ ହୋଇଥିବା ଏହି ମହା-ଅନୁଷ୍ଠାନର ଭିଡିଓ ପୂଜା ସରିବାର ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ WhatsApp ରେ ପଠାଯିବ।

ମନ୍ଦିର ବିବରଣୀ

ମାଆ ବଗଲାମୁଖୀ ମନ୍ଦିର, କଟକ

ମାଆ ବଗଲାମୁଖୀ ମନ୍ଦିର, କଟକ

କଟକ
କଟକ ଅଞ୍ଚଳରେ ଅବସ୍ଥିତ ମା’ ବଗଲାମୁଖୀଙ୍କ ମନ୍ଦିର ଏକ ଅତ୍ୟନ୍ତ ପବିତ୍ର, ଶକ୍ତିଶାଳୀ ଏବଂ ଜାଗ୍ରତ ଆଧ୍ୟାତ୍ମିକ କ୍ଷେତ୍ର ଭାବେ ପ୍ରସିଦ୍ଧ। ଦଶମହାବିଦ୍ୟା ମଧ୍ୟରୁ ଅନ୍ୟତମ ପୀଠ ଭାବେ ପରିଚିତ ଏହି ମନ୍ଦିର ନିଜର ଆଧ୍ୟାତ୍ମିକ ପରିବେଶ ଏବଂ ସାଧନା ପାଇଁ ପ୍ରସିଦ୍ଧି ଲାଭ କରିଛି। ମା’ ବଗଲାମୁଖୀ ହଳଦିଆ ରଙ୍ଗର ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ଏଠାରେ ପ୍ରତ୍ୟେକ ବିଗ୍ରହ ଓ ପୂଜାରାଧନା ହଳଦି ରଙ୍ଗ ଦ୍ୱାରା ବିଶେଷ ଭାବେ ସମ୍ପାଦିତ ହୁଏ। ବର୍ଷ ସାରା ଏଠାକୁ ଅନେକ ଶ୍ରଦ୍ଧାଳୁ ଓ ସାଧକ ନିଜର ମନସ୍କାମନା ପୂରଣ ଏବଂ ଦେବୀଙ୍କ କୃପା ଲାଭ କରିବା ପାଇଁ ଆସି…

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

Family Puja

ଗୋତ୍ର ନାମ ସହ ସଙ୍କଳ୍ପ କରି ପୂଜାର ଭିଡିଓ WhatsApp ରେ ପଠାଇଲେ। ଦୂରରେ ଥାଇ ମଧ୍ୟ ମନ୍ଦିରରେ ଥିବା ପରି ଅନୁଭବ ହେଲା।

ସ
ସାଗର କୁମାର ଲେଙ୍କା
ଭୁବନେଶ୍ବର
Verified
Couple Puja

ମୁଁ ମୋର ବାପା-ମାଆଙ୍କ ନାମରେ ପୂଜା ବୁକ୍ କରିଥିଲି। ଭିଡିଓରେ ପ୍ରତ୍ୟେକ ନାମ ଏବଂ ଗୋତ୍ର ସ୍ପଷ୍ଟ ଭାବରେ ପଢ଼ାଯାଇଥିଲା।

ଅ
ଅଜିତ୍ କୁମାର ଦାଶ
ଭୁବନେଶ୍ବର
Verified
Private Puja

ବିଦେଶରେ ଥାଇ ମଧ୍ୟ ଆମେ ଆମ ପରିବାର ପାଇଁ ମନ୍ଦିରରେ ପୂଜା କରାଇପାରିଲୁ। ମନକୁ ବହୁତ ସନ୍ତୋଷ ଲାଗିଲା।

ସ
ସାଗରିକା ମିଶ୍ର
ଆମେରିକା
Verified

ରିଭ୍ୟୁଗୁଡିକ

4.920K+
ସ

ସାଗର କୁମାର ଲେଙ୍କା

ଗୋତ୍ର ନାମ ସହ ସଙ୍କଳ୍ପ କରି ପୂଜାର ଭିଡିଓ WhatsApp ରେ ପଠାଇଲେ। ଦୂରରେ ଥାଇ ମଧ୍ୟ ମନ୍ଦିରରେ ଥିବା ପରି ଅନୁଭବ ହେଲା।

5.0
ଅ

ଅଜିତ୍ କୁମାର ଦାଶ

ମୁଁ ମୋର ବାପା-ମାଆଙ୍କ ନାମରେ ପୂଜା ବୁକ୍ କରିଥିଲି। ଭିଡିଓରେ ପ୍ରତ୍ୟେକ ନାମ ଏବଂ ଗୋତ୍ର ସ୍ପଷ୍ଟ ଭାବରେ ପଢ଼ାଯାଇଥିଲା।

5.0
ସ

ସାଗରିକା ମିଶ୍ର

ବିଦେଶରେ ଥାଇ ମଧ୍ୟ ଆମେ ଆମ ପରିବାର ପାଇଁ ମନ୍ଦିରରେ ପୂଜା କରାଇପାରିଲୁ। ମନକୁ ବହୁତ ସନ୍ତୋଷ ଲାଗିଲା।

5.0
ବେଦମନ୍ଦିର ସହିତ ପ୍ରସିଦ୍ଧ ମନ୍ଦିରଗୁଡ଼ିକର ପୂଜା ଦ୍ୱାରା ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଶାନ୍ତି ପ୍ରାପ୍ତ କରନ୍ତୁ।
ମାଆ ବଗଲାମୁଖୀ ଶତ୍ରୁନାଶକ ସର୍ବମଙ୍ଗଳ ହୋମ
ISO Certified 27001100% Secure PaymentCustomer Support
ପୂଜା ଶେଷ ହେବାର ୨୪ ଘଣ୍ଟା ମଧ୍ୟରେ ପୂଜାର ଭିଡିଓ ଆପଣଙ୍କ WhatsApp କୁ ପଠାଇ ଦିଆଯିବ।

You won't be charged yet

ISO Certified 27001100% Secure PaymentCustomer Support